ଜାନୁଆରୀ ୧୧ରୁ ଆରମ୍ଭ ୨୧ ଯାଏ ଚାଲିବ କଂସର ରାଜୁତି : ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୧୧ରୁ ଆରମ୍ଭ ୨୧ ଯାଏ ଚାଲିବ ଧନୁଯାତ୍ରା । ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ମଥୁରା ପାଲଟିବ ବରଗଡ । ଦୀର୍ଘ ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି । କଂସଙ୍କ ରାଜୁତିରେ ଥରହର ହେବ ମଥୁରା ନଗରୀ ।

Leave A Reply

Your email address will not be published.