Below header
Browsing Tag

Dhanu jatra

ଜମୁଛି ଧନୁଯାତ୍ରା, ବରଗଡ଼ରେ କଂସର ରାଜୁତି

ବରଗଡ଼ (କେନ୍ୟୁଜ୍‌) : ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଆଜି ବରଗଡ଼ ଧନୁଯାତ୍ରାର ୨ୟ ଦିନ । ଗତକାଲି ପ୍ରଥମ ଦିନରେ ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ରାଜ ସିଂହାସନ ଅକ୍ତିଆର କରିଛନ୍ତି । କଂସଙ୍କ…

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଆସନ୍ତାକାଲିଠୁ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଖୋଳା ରଙ୍ଗ ମଞ୍ଚ ରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ।  ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ ଏବଂ ଅମ୍ବାପାଲି ହେବାକୁ ଥିବା ଗୋପପୁର ସଜେଇ…

ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ଜାନୁୟାରୀ ୧୫ ରୁ ୨୫ ତାରିଖ ଯାଏ ଚାଲିବ ଧନୁଯାତ୍ରା

ବରଗଡ଼(କେନ୍ୟୁଜ):  ଗୋପପୁର ସାଜିବାକୁ ଥିବା ଅମ୍ବାପାଲି ଠାରେ ସୋମବାର ସନ୍ଧ୍ୟାରେ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଅମ୍ବାପାଲି ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜୀରା ନଦୀ ଠାରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖୁଣ୍ଟି…

ଜାନୁୟାରୀ ୧୫ରୁ ଜମିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଆଜି ସ୍ଥାପନ ହେଲା ଶୁଭ ଖୁଣ୍ଟି

ବରଗଡ଼ (କେନ୍ୟୁଜ): ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ସମାପନ । ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ସହର ହେବ ମଥୁରା ନଗରୀ…

କଂସ ବଧ ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଧରି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା…

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…

ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: ଆଜି ସପ୍ତମ ଦିନରେ ଅଭିନୀତି ହେବ ଶ୍ରୀକୃଷ୍ଟ-ବଳରରାମଙ୍କୁ ନିମନ୍ତ୍ରଣ ପାଇଁ…

ବରଗଡ଼: ବରଗଡ଼ରେ ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ନାଟୁଆ କାହ୍ନାଙ୍କ ଡୋରୀରେ ବନ୍ଧା ସାରା ଗୋପପୁର । ଗୋପୀଙ୍କ ବସ୍ତ୍ର ହରଣ ଭଳି ଗୋଟିଏ ଗୋଟିଏ ବାଲ୍ୟଲୀଳା ଚଳାଇଛନ୍ତି ନନ୍ଦ ନନ୍ଦନ । ଆଜି ସପ୍ତମ ଦିନରେ ଧନୁଯାତ୍ରାକୁ ଶ୍ରୀକୃଷ୍ଟ-ବଳରରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର…

ବରଗଡ଼ ଧନୁଯାତ୍ରାର ଆଜି ପଞ୍ଚମ ଦିନ: ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳୀୟ ଦଳନ ଓ ବିଶ୍ୱରୂପ ଦର୍ଶନ ହେବ ଅଭିନୀତ

ବରଗଡ଼: ଜମୁଛି ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କୁ ଘାରିଛି ମୃତ୍ୟୁ ଭୟ । ଚତୁର୍ଥ ଦିବସରେ ଗୋପପୁର ପ୍ରେରିତ ରାକ୍ଷସୀଙ୍କୁ ନିଧନ କଲେ ଶ୍ରୀକୃଷ୍ଣ । ଆଜି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳୀୟ ଦଳନ ଓ ବିଶ୍ୱରୂପ ଦର୍ଶନ ଅଭିନୀତ ହେବ । ରାଜ ଦରବାରରେ ରାଜଅତିଥି ଥିଲେ ଡିଆଇଜି ହିମାଂଶୁ ଲାଲ ।…

ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣ ଲୀଳା

ବରଗଡ଼: ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ ଜଣେ ଜଣେ କଳାକାର । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି…

ଡିସେମ୍ବର ୩୧ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କଂସ ଭୂମିକା ଓ ମୁଖ୍ୟ ଚରିତ୍ରର କଳାକାର ଚୟନ ନେଇ ଦେଖା ଦେଇଛି…

ବରଗଡ଼(କେନ୍ୟୁଜ୍): ଆସନ୍ତା ଡିସେମ୍ବର ୩୧ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣ ଲୀଳା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ କଂସ ଭୂମିକା ସହ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ ନେଇ ଦେଖା ଦେଇଛି…

ଆଜିଠୁ ଆରମ୍ଭ ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍) : ଆଜିଠୁ ବରଗଡ଼ର ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଆଉ, ଅମ୍ବାପାଲି ଏବେ ଗୋପପୁର। ଜୀରା ନଈ ପାଲଟିଛି ଯମୁନା । ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି। ହାଟପଦା ପଡିଆରେ ରାଜ ଦରବାର ଓ ଲୋକ ମଣ୍ଡପ ପଡିଆରେ ରଙ୍ଗମହଲ ତିଆରି…

ଜାନୁଆରୀ ୧୧ରୁ ଆରମ୍ଭ ୨୧ ଯାଏ ଚାଲିବ କଂସର ରାଜୁତି : ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୧୧ରୁ ଆରମ୍ଭ ୨୧ ଯାଏ ଚାଲିବ ଧନୁଯାତ୍ରା । ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ମଥୁରା ପାଲଟିବ ବରଗଡ । ଦୀର୍ଘ ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି । କଂସଙ୍କ ରାଜୁତିରେ…