ଆଜି ଧନୁ ସଂକ୍ରାନ୍ତି

ପୁରୀ (କେନ୍ୟୁଜ୍) : ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ପହିଲି ଭୋଗ । ମକର ସଂକ୍ରାନ୍ତି ପର‌୍ୟ୍ୟନ୍ତ ଏକ ମାସ ଧରି ଶ୍ରୀମନ୍ଦିରରେ ପହିଲି ଭୋଗ ଚାଲିବ । ମଙ୍ଗଳ ଆଳତୀ, ରୋଷ ହୋମ, ମଇଲମ, ଅବକାଶ, ସୂର‌୍ୟ୍ୟ ପୂଜା ଓ ବେଶ ଶେଷ ହେବା ପରେ ପହିଲି ଭୋଗ କରାଯାଇଛି । ପହିଲି ଭୋଗରେ ୩୨ ପ୍ରକାର ସୁସ୍ୱାଦୁ ପିଠା ଯଥା ବଡ଼ ଝିଲି, ଦରସୁଆ, ବଡ଼ ଏଣ୍ଡୁରି, କାକେରା, ଆରିସା ଇତ୍ୟାଦି ପ୍ରସ୍ତୁତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.