ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍) : ଆସନ୍ତାକାଲିଠୁ ଆରମ୍ଭ ହେବ ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ମଥୁରା ନଗରୀ ହୋଇଥିବା ବେଳେ , ଅମ୍ବାପାଲି ପାଲଟିଯାଇଛି ଗୋପପୁର। ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କଳାକାରଙ୍କ ଆଖଡ଼ା ଶେଷ ହୋଇଛି। ଦୀର୍ଘ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଚାଲିବ ଧନୁଯାତ୍ରା।