ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ !

ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ । ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀ ହେବା ନେଇ ଜୁଏଲ ଓରାମଙ୍କ ବଡ଼ ବୟାନ।

ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ । ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀ ହେବା ନେଇ ଜୁଏଲ ଓରାମଙ୍କ ବଡ଼ ବୟାନ। ବିଧାନସଭା ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ପାଇଁ ନାଁ ଘୋଷଣା କରିନାହିଁ ।

ଏହା ପୂର୍ବରୁ ଆଜି ସାଂସଦ ଜୁଏଲ ଓରାମ ଦେଇଛନ୍ତି ଏକ ବଡ ବୟାନ । ରାଉରକେଲା ରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଜୁଏଲ କହିବା ସହ ଆସନ୍ତା କାଲି ଦିଲ୍ଲୀପ ରାଏ ରାଉରକେଲାରେ ପହଞ୍ଚିବେ । ୧୧ ତାରିଖରୁ ରାଉରକେଲାରେ ପ୍ରଚାର ଆରମ୍ଭ ସହ ଚଳିତ ଥର ୭ ବିଧାନସଭା ଓ ଲୋକସଭା ବିଜେପି ସପକ୍ଷରେ ଯିବ ବୋଲି କହିଛନ୍ତି ଜୁଏଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.