Below header

ବଲାଙ୍ଗିରରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ୨୧ ଗାଁକୁ ସଟ୍‌ଡାଉନ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ୨୧ ଗାଁକୁ ସଟ୍‌ଡାଉନ୍‌ କରିଛି ଜିଲ୍ଲା ପ୍ରଶାସନ । ୨୧ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଗୁଡ଼ଭେଲା ବ୍ଲକ୍‌ର ୬ଟି ଗାଁ, ଦେଓଗାଁ ବ୍ଲକ୍‌ର ୧୧ଟି ଗାଁ ଓ ତୁଷୁରା ଏନ୍‌ଏସିର ୪ଟି ଗାଁକୁ ଆସନ୍ତା ୩ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରାଯାଇଛି । ଏହାରି ଭିତରେ ଅଙ୍ଗନବାଡି କର୍ମୀ ଓ ଆଶାଦିଦି ଘର ଘର ବୁଲି ସର୍ଭେ କରୁଛନ୍ତି । ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ମଧ୍ୟ ସ୍ୱାବ ସଂଗ୍ରହ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.