Below header

କଳହାଣ୍ଡି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଡାକ୍ତର କୁଆଡେ ଗଲେ ପଚାରିବାରୁ ରୋଗୀଙ୍କୁ ନିସ୍ତୁକମାଡ଼

ଧର୍ମଗଡ (କେନ୍ଯୁଜ୍): ରୋଗୀକୁ ନିସ୍ତୁକମାଡ଼ ମାରିଲେ ଡାକ୍ତର। କଳହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋଗୀ ଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନାକୁ ଆସିଥିଲେ।

ଡାକ୍ତର ଡ୍ୟୁଟିରେ ନଥିବା ଯୋଗୁ ଡାକ୍ତର କୁଆଡେ ଗଲେ ବୋଲି ପଚାରିଥିଲେ। ରୌଗୀ ଜଣକ ମେଡିସିନ୍‌ ଖାଇ ବସିଥିବା ବେଳେ କଣ ପାଇଁ ପାଟି କରୁଛ କହି ଡାକ୍ତର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.