Browsing Tag

beaten

ଯୁବକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ନିସ୍ତୁକ ପିଟିଲେ, ଭିଡିଓ ଭାଇରାଲ

ଗୋପ : ଯୁବକଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଲହୁଲୁହାଣ ।   ରାତି ଅଧରେ ନିସ୍ତୁକ ପିଟିଲେ ।  ଭିଡିଓରୁ ଜଣାପଡୁଛି, କିଛି ଯୁବକ ଜଣେ ବ୍ୟକ୍ତିଙ୍କୁ ତଳେପକାଇ ନିର୍ଧୁମ ପ୍ରହାର କରୁଛନ୍ତି  l  ଲୁହା ରଡ଼, ଠେଙ୍ଗା ସାହାଯ୍ୟରେ ପିଟୁଛନ୍ତି  ।  ଏକ ଭାଇରାଲ ଭିଡିଓରେ ଏଭଳି ବର୍ବରତା ଦେଖିବାକୁ…

ଛୁଆ ଚୋର ଭାବି ପ୍ରଚଣ୍ଡ ମାଡ଼, ଉଦ୍ଧାର କଲା ପୋଲିସ

ସମ୍ବଲପୁର : ରାୟଗଡ଼ା କଲ୍ୟାଣସିଂହ ପୁର ହିଂସା ଘଟଣାର କିଛି ଘଣ୍ଟା ପରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି  l  ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା, ସହ ଲାତ, ଗୋଇଠା ମାରୁଥିବାର ଭିଜୁଆଲରେ ଦେଖାଯାଉଛି  l  ଏହା ସହ କିଛି…

ବୁଲା କୁକୁର ପାଇଁ ମହାଭାରତ, ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ଅଭିଯୋଗ

ଉଦଳା : ବୁଲା କୁକୁର ପାଇଁ ମହାଭାରତ । ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉର୍ମଳା ଗାଁରୁ ଆସିଛି ଏପରି ଅଭିଯୋଗ । ଦିବ୍ୟାଙ୍ଗ ଝିଅକୁ ଧରି ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତା ମହିଳା । ଗାଁର ଫୁଲମଣି ହେମ୍ବ୍ରମଙ୍କ ଘରେ ଏକ ବୁଲା କୁକୁର…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଓ ମରଣାନ୍ତକ ଆକ୍ରମଣ, ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ

ଅନୁଗୋଳ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ । ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ବାଲିପସି ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ଗ୍ରାମ ପଞ୍ଚାୟତ…

ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ, ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

ପଟ୍ଟାମୁଣ୍ଡଇ: ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ । ପଟ୍ଟାମୁଣ୍ଡଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗାଁରେ ଶଶୁର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଜ୍ବାଇଁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ଯୁବକ ମହାକାଳପଡ଼ା ଥାନା ଅଳାଇଲେ ଗାଁର ସୁଦର୍ଶନ…

ମହଙ୍ଗା ପଡିଲା ଯୁବତୀଙ୍କୁ ଦୁର୍ବ୍ୟବହାର, ଗଛରେ ବାନ୍ଧି ନିସ୍ତୁକ ମାଡ଼

ଉଦଳା: ଗଛରେ ବାନ୍ଧି ନିସ୍ତୁକ ମାଡ଼ । ମହଙ୍ଗା ପଡିଲା ଯୁବତୀଙ୍କୁ ଦୁର୍ବ୍ୟବହାର । ଗଛରେ ବାନ୍ଧି ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗାଁରେ ଘଟିଛି ଏଭଳି ଘଟଣା । ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁରେ…

ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ

ଜଳେଶ୍ୱର : ରସିକିଆଙ୍କୁ ଚପଲରେ ମାଡ଼ ।  ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା ।  ରସିକିଆଙ୍କୁ କାବୁ କରି ଚପଲରେ ସେକିଲେ ଯୁବତୀ ।  ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚକ ସରବଣୀ ଗ୍ରାମର ଘଟଣା ।  ଗାଁର ୪ ଜଣ ଯୁବତୀ ଗତକାଲି ସନ୍ଧ୍ୟାରେ କମ୍ପ୍ୟୁଟର ଶିକ୍ଷା ପାଇଁ…

ଷ୍ଟେସନ ବାହାରେ ଯୁବତୀଙ୍କୁ ନିସ୍ତୁକ ମାଡ଼ , କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ

ବାଲେଶ୍ଵର : ବାଲେଶ୍ଵର ଷ୍ଟେସନରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ । ଯୁବତୀଙ୍କୁ ତଳେ ପକାଇ ଆକ୍ରମଣ କରାଯାଇଛି । ଯୁବତୀଙ୍କୁ ୨ ରୁ ତିନି ଜଣ ଯୁବକ ଘେରି ରହିଥିବା ବେଳେ ଜଣେ ଯୁବକ ତାଙ୍କ ପେଟ, ଛାତିକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ଯୁବତୀ ଜଣକ ବଞ୍ଚିବା ପାଇଁ…

ମଦ୍ୟପ ଯୁବକର ଅମାନୁଷିକ କାର୍ଯ୍ୟ, ରାସ୍ତାରେ ବଡ଼ବାପାଙ୍କୁ ଘୋଷାଡ଼ି ପିଟିଲା ପୁତୁରା

ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଅମାନୁଷିକ କାର୍ଯ୍ୟ । ରାସ୍ତାରେ ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲା ପୁତୁରା । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନବକିଶୋରପୁର ସବରସାହିରେ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଜିତେନ୍ଦ୍ର ଦେହୁରୀ ନାମକ ଯୁବକ ତାଙ୍କ ବଡ଼ବାପାଙ୍କ ବୋହୂକୁ ଅସଦାଚରଣ…

ଋଣ ଟଙ୍କା ମାଗିବାକୁ ଯାଇ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ : ଋଣ ଟଙ୍କା ମାଗିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ । ଘରୋଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଋଣ ଟଙ୍କା ମାଗିବାକୁ ଯାଇଥିବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତୁଳସୀପାଳ ଗ୍ରାମର ଘଟଣା । ସୂଚନା ଅନୁଯାୟୀ, ତୁଳସୀପାଳ…

ଠିକାଦାରଙ୍କୁ ନିସ୍ତୁକ ମାଡ଼ ମାରି ଘାଟିରେ ଫିଙ୍ଗିଲେ, ଲୁଟିନେଲେ ନଗଦ ଟଙ୍କା ସହ ଲାଇସେନ୍ସ

ଠିକାଦାରଙ୍କୁ ନିସ୍ତୁକ ମାଡ଼ । ବିଚ ରାସ୍ତାରେ ଦାଦାଗିରି । ନିସ୍ତୁକ ମାଡ଼ ମାରି ଲୁଟିଲେ ଆଉ ଶେଷରେ ଘାଟିରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଏ ବ୍ୟକ୍ତିଙ୍କୁ ଟିକେ ଭଲ କରି ଦେଖନ୍ତୁ କେମିତି ମାଡ଼ ମାରି ମୁହଁ ହାତ ଫଟେଇଦେଇଛନ୍ତି ଦୁର୍ବୃତ୍ତ । ଆପଣ ଦେଖୁଥିବା ଏ ବ୍ୟକ୍ତିଙ୍କ ନା ହେଉଛି…

ପୋଲିସର ବର୍ବରତା: ବିନା କାରଣରେ ଥାନାକୁ ଡକାଇ ଯୁବକଙ୍କୁ ମାଡ!

ସୁବର୍ଣ୍ଣପୁର (କେନ୍ୟୁଜ): ପୋଲିସର ବର୍ବରତା । ବର୍ବରତାର ସବୁ ସୀମା ଟପିଗଲା ପୋଲିସ୍ । ବିନା କାରଣରେ ଯୁବକଙ୍କୁ ଥାନାକୁ ଡକାଇ ଏମିତି ବାଡେଇଲା ଯେ ଏବେ ଚାଲିବା କି ବସିବା ଅବସ୍ଥାରେ ନାହାନ୍ତି ଯୁବକ ଜଣକ । ଏଭଳି ବର୍ବରତା ଦେଖାଇଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ୍ । ଯୁବକଙ୍କ…