Browsing Tag

beaten

ସାତବର୍ଷର ଶିଶୁ କନ୍ୟାକୁ ମାଡ଼, ଏହାକୁ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍‌) : ସାତବର୍ଷର ଶିଶୁ କନ୍ୟାକୁ ମାଡ଼। ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ ମାରିଲା କିଏ ଓ କିଏ ଯାଇ ଥାନାରେ ଏତଲା ଦେଇଛନ୍ତି, ଏକଥା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ଅଭିଯୋଗ ହୋଇଛି ଶିଶୁର ମାଆ ବାପାଙ୍କ ବିରୁଦ୍ଧରେ । ଏହି ଘଟଣା…

ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳାଙ୍କୁ ରାସ୍ତା ଉପରେ ନିର୍ଦ୍ଧୁମ ଛେଚିଲେ ମହିଳା

ସୁନ୍ଦରଗଡ(କେନ୍ୟୁଜ୍‌): ବ୍ରାଉନ ସୁଗର ବିକୁଥିବା ମହିଳାଙ୍କୁ ଧରିଲେ ମହିଳା । ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଲେ। ସୁନ୍ଦରଗଡ ଜିଲ୍ଲା ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ତାଙ୍କୁ ଧରିବା ସହ ମାଡ ମାରିଥିଲେ। ପରେ ଟାଉନ…

ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ, ଡିଲ୍‌ ଚାଲିଥିବା ବେଳେ କାବୁ କଲେ ଲୋକେ

ଜଳେଶ୍ବର(କେନ୍ୟୁଜ୍): ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ। ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ। ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ୍‌ ଥାନା ଉଦୟପୁର ବେଳାଭୂମି ଅଞ୍ଚଳର ଘଟଣା। ଆଜି ସକାଳ ୯ଟାରେ ପଶ୍ଚିମବଙ୍ଗ ଦିଘା ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଏକ…

ସମ୍ପତ୍ତି ଲୋଭରେ ବୁଢା ବାପାକୁ ମାଡ ମାରି ଲହୁଲୁହାଣ କଲେ ପୂଅ ବୋହୂ, ଏତିକିରେ ବୁଝିଲାନି ମନ ଶେଷରେ ଘରୁ ତଡି ଦେଲେ

ଜଳେଶ୍ବର(କେନ୍ୟୁଜ୍): ସମ୍ପତ୍ତି ଲୋଭରେ ବୁଢା ବାପାକୁ ମାଡ ମାରି ଲହୁଲୁହାଣ କରିବା ସହ ଘରୁ ତଡି ଦେଇଛନ୍ତି ପୂଅ ବୋହୂ । କେବଳ ସେତିକି ନୁହେଁ ଏନେଇ ଥାନାରେ ଅଭିଯୋଗ କଲେ ବୁଢା ବାପାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି ପୁଅ। ତେଣୁ କୌଣସି ଉପାୟ ନପାଇ ନିଜର ଜୀବନ ବଞ୍ଚାଇବା ପାଇଁ ଟାଣ…

କଳହାଣ୍ଡି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଡାକ୍ତର କୁଆଡେ ଗଲେ ପଚାରିବାରୁ ରୋଗୀଙ୍କୁ ନିସ୍ତୁକମାଡ଼

ଧର୍ମଗଡ (କେନ୍ଯୁଜ୍): ରୋଗୀକୁ ନିସ୍ତୁକମାଡ଼ ମାରିଲେ ଡାକ୍ତର। କଳହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋଗୀ ଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ସେ…