ବାତ୍ୟା ‘ତିତ୍‌ଲି’ କୁ ନେଇ ପୁରୀରେ ବାଲୁକା କଳା

ପୁରୀ(କେନ୍ଯୁଜ୍) : ବାତ୍ୟା ତିତ୍‌ଲିକୁ ନେଇ ପୁରୀରେ ବାଲୁକା କଳା । ”ଡୋଣ୍ଟ୍ ପ୍ଯାନିକ୍ ବି ସେଫ୍” ବାଲୁକାକଳା ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ବାଲୁକାଶିଲ୍ପୀ ସୁଦର୍ଶନ ପଟ୍ଟନାୟକ। ତିତ୍‌ଲି ପାଇଁ ଭୟଭୀତ ନହେବା ପାଇଁ ବାଲୁକାକଳା ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.