ବଲାଙ୍ଗିରରେ ଡବଲ ମର୍ଡର ; ଶାଶୁ ବୋହୁଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ଡବଲ ମଡ଼ର୍ର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୂଆପଡା ରେ ଡବଲ ମର୍ଡର ହୋଇଛି । ଶାଶୁ ବୋହୁଙ୍କୁ ହତ୍ୟା କରି ଫେରାର ମାରିଲେ ଅଭିଯୁକ୍ତ । କିଏ ଓ କାହିଁକି ହତ୍ୟା କଲା କାରଣ ଖୋଜୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.