Browsing Tag

mother in law

ନିର୍ଯାତନା ଦେଲା ବୋହୂ, ନ୍ୟାୟ ପାଇଁ ଥାନାରେ ବସିଲେ ବୃଦ୍ଧା

ଅସ୍ତରଙ୍ଗ: ବୋହୂ ମାଡ଼ରେ ହସ୍ପିଟାଲରେ ପହଞ୍ଚିଗଲେ ଶାଶୁ । ଶାଶୁକୁ ମାଡ଼ ମାରି ମୁଣ୍ଡକୁ ଫଟାଇ ଦେଇଛି ବୋହୂ । ଆଉ ନ୍ୟାୟ ପାଇଁ ଥାନାରେ ବସିଲେ ଶାଶୁ । ଘରୋଇ କଳି ଯେ ଉଗ୍ର ରୂପ ନିଏ ଇଏ ହେଉଛି ତାର ବଡ଼ ଉଦାହରଣ । ତେବେ ପୋଲିସ୍ କୁଆଡ଼େ ସହଯୋଗ କରୁନି । ଏଭଳି ଅଭିଯୋଗ ହୋଇଛି । ଅବଶ୍ୟ ଶାଶୁ…

ଭୁଲିଗଲା ସବୁ ସମ୍ପର୍କ, ଶାଶୁକୁ ମାଡ଼ ମାରି ଲହୁଲୁହାଣ କଲା ବୋହୂ

ଭଦ୍ରକ: ଶାଶୂ ମା’ ସମାନ । ଶାଶୁଙ୍କୁ ମା’ ବୋଲି ସମ୍ମାନ ଦେଇଥାଆନ୍ତି ପ୍ରତିଟି ଘରର ବୋହୂ । ଆଉ ଆମେ ସମସ୍ତେ ଜାଣିଥାଆନ୍ତି ଶାଶୁ ବୋହୂଙ୍କ ମଧ୍ୟରେ ଛୋଟ ମୋଟ ଝଗଡ଼ା ହେବାଟା ନିତିଦିନିଆ କଥା । ହେଲେ ଏହି ଘରୋଇ କଳି ଏତେ ବଡ଼ ରୂପ ନେଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି…

ନୃଶଂସତାର ସୀମା ଟପିଲା ବୋହୂ : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ ଫିଙ୍ଗି ଦେଲା କେନାଲକୁ

ସମ୍ବଲପୁର (କେନ୍ୟୁଜ): କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ…

ସାର୍‌…ବୋହୂ ଗୁଟ୍‌ଖା ଖାଉଛି, ଘରର ଏଠିସେଠି ଛେପ ପକାଉଛି; ଅଭିଯୋଗ ନେଇ ଶାଶୁ ଥାନାର ଦ୍ୱାରସ୍ଥ

ଉତ୍ତର ପ୍ରଦେଶର ଆଗ୍ରାରୁ ଶାଶୁ-ବୋହୂ ଝଗଡ଼ାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବୋହୂର ବଦ ଅଭ୍ୟାସକୁ ନେଇ ଶାଶୁ ଏତେ ବିରକ୍ତ ଥିଲେ ଯେ ଶେଷରେ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି। ଶାଶୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ଗୁଟ୍‌ଖା ଖାଇ ଘରର ଏଠିସେଠି ଛେପ ଫିଙ୍ଗୁଛି। ସୂଚନା…

ଶାଶୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୂ; କହିଲେ ପର ପୁରୁଷ ସହ କାଟୁଛନ୍ତି ରାତି

ଭୁବନେଶ୍ୱର (କେନ୍ୟୁଜ): ରାତି ହେଲେ ରଙ୍ଗଶାଳା ପାଲଟେ ଘର । ପ୍ରତିଦିନ ନୂଆନୂଆ ପୁରୁଷଙ୍କ ଶହ ରାତି କଟାନ୍ତି ଶାଶୁ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଇନ୍ଫୋସିଟି ଅଂଚଳରୁ। ବୋହୂଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପର ଠାରୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେଉଛନ୍ତି ଶାଶୁ । ଆର୍ଥିକ…

ଶାଶୂକୁ ନିର୍ଯାତନା: ଗୋଡ଼ରେ ବେଡି ପକାଇବା ସହ ଝାଡୁରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ

ଭୁବନେଶ୍ୱର (କେନ୍ୟୁଜ): ଶାଶୁ ଗୋଡ଼ରେ ବେଡ଼ି। ଶାଶୁଙ୍କ ଗୋଡ଼ରେ ବେଡି ପକାଇଲା ବୋହୂ। ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର। ଜଣେ ବୋହୂ ଦୀର୍ଘ ଦିନ ହେଲା ତାଙ୍କ ଶାଶୁଙ୍କ ଗୋଡ଼ରେ ବେଡି ପକାଇ ଘର ବାରଣ୍ଡାରେ ପକାଇ ରଖିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। କେବଳ…

ବୋହୂ ମାଡରେ ଶାଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ୱାମୀ

ମୟୂରଭଞ୍ଜ (କେନ୍ୟୁଜ): ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି…

ଶାଶୁକୁ ହତ୍ୟା କଲା ଜ୍ୱାଇଁ, ବଞ୍ଚାଇବାକୁ ଯାଇ ଶ୍ବଶୁର ଗୁରୁତର

ରାଉରକେଲା (କେନ୍ୟୁଜ): ଶାଶୁକୁ ହତ୍ୟା କଲା ଜ୍ୱାଇଁ । ହତ୍ୟା ବେଳେ ବଞ୍ଚାଇବାକୁ ଯାଇଥିବା ଶଶୁରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁଣିଗାରେଡ଼ି ସନ୍ଦେହରେ ଶାଶୁକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା କାତେପୁର ସ୍କୁଲ ଟୋଲା ଅଞ୍ଚଳରୁ…

ଘରୋଇ କଳିକୁ ନେଇ ଧାରୁଆ ଅସ୍ତ୍ରରେ ଶାଶୁକୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର

ରାୟଗଡ଼ା (କେନ୍ୟୁଜ): ଘରୋଇ କଳହକୁ ନେଇ ଶାଶୁକୁ ହତ୍ୟା କଲା ଜ୍ୱାଇଁ। ଅଭିଯୁକ୍ତ ଫେରାର। ରାୟଗଡ଼ା ସହର ଗୌତମ ନଗର ସ୍ଥିତ ଶିବ ମନ୍ଦୀର ନିକଟରେ ଥିବା ତିନି ମହଲା ଘରର ଉପର ମହଲା ରେ ରହୁଥିଲେ ଗଙ୍ଗାଆମ୍ମା ଗରିଡିଆ ତାଙ୍କ ବଡ ଝିଅ ଓ ସାନ ଝିଅ । ହଠାତ ସାନ ଝିଅ ରୁଦୁମା କନ୍ଧପାଣିର ସ୍ବାମୀ…

ପୁରୀ : ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

ପୁରୀ (କେନ୍ୟୁଜ): ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା। ପୁଅକୁ ଧରି ଧାରଣା ଦେଇଛନ୍ତି ବୋହୂ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳର…

ପୁଅର ମୃତ୍ୟୁ ପରେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିଲା ବୋହୂ, ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଶାଶୁ;…

ଆନ୍ଧ୍ର ପ୍ରଦେଶ: ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ଉନ୍ମତ୍ତ କାଣ୍ଡ। ସାମାନ୍ୟ ଝଗଡ଼ା ପରେ ବୋହୂର ମୁଣ୍ଡ ଗଣ୍ଡି ଅଲଗା କରି ଦେଲା ଶାଶୁ। ଆଉ କଟା ମୁଣ୍ଡକୁ ନେଇ ପହଞ୍ଚିଲା ଥାନାରେ। ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଗୁରୁବାର ଦିନ…

ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ମହିଳାଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଦୟ ଭାବରେ ମାଡ଼ମାରିଲେ ଶାଶୁ ଓ ସ୍ୱାମୀ

ନୂଆଦିଲ୍ଲୀ : 'କନ୍ୟା ରତନ, କର ଯତନ’ କଥା ଆପଣ ଶୁଣିଥିବେ। ସମାଜରେ ଆମେ ଯେତେ କହିଥାଉ ନା କାହିଁକି ପୁଅ ଏବଂ ଝିଅ ସବୁ ସମାନ । ସେମାନଙ୍କ ମଧ୍ୟରେ କ କୌଣସି ପାର୍ଥକ୍ୟ ନାହିଁ । କିନ୍ତୁ ଆଜି ବି ଏହିପରି ଅନେକ ଉଦାହରଣ ଏହି ଶିକ୍ଷିତ ସମାଜରେ ଦେଖିବାକୁ ମିଳେ ଯେଉଁଠାରେ ଝିଅଟିକୁ ଖରାପ…