Below header
Browsing Tag

mother in law

ରାଜନୀତିରେ ସବୁକିଛି ସମ୍ଭବ: ନିର୍ବାଚନ ମଇଦାନରେ ଶ୍ୱଶୁର, ଶାଶୁ, ବୋହୂଙ୍କ ମଧ୍ୟରେ ହେବ ଲଢ଼େଇ

ରେଢ଼ାଖୋଲ (କେନ୍ୟୁଜ): ରାଜନୀତିରେ ସବୁକିଛି ସମ୍ଭବ । ବ୍ଲକ ଅଧକ୍ଷା ପଦଟି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ପଦବୀକୁ ହାସଲ କରିବାକୁ ଜୋରଦାର ପ୍ରୟାସ । ତିନିଟି ପଞ୍ଚାୟତରେ ଗୋଟିଏ ପରିବାରର ଶ୍ୱଶୁର, ଶାଶୁ, ବୋହୂଙ୍କ ଲଢ଼େଇ । ଯାହାକୁ ନେଇ ରେଢ଼ାଖୋଲରେ ଚର୍ଚ୍ଚା । ସମ୍ବଲପୁର…

ଧୋକେବାଜ ସ୍ତ୍ରୀକୁ ବୁଦ୍ଧି ଶିଖାଇବାକୁ ଶାଶୁ ସହ ଘନିଷ୍ଠତା ବଢ଼ାଇଲା ଜ୍ୱାଇଁ, ରଖିଲା ଶାରୀରିକ ସମ୍ପର୍କ

ପ୍ରେମରେ ଧୋକା ଖାଇଥିବା ଲୋକ ସବୁଦିନ ପାଇଁ ନିରବୀ ଯାଏ ନଚେତ କିଛି ଅଘଟଣ କରି ବସେ। କିନ୍ତୁ ଜଣେ ବ୍ୟକ୍ତି ଧୋକେବାଜ ସ୍ତ୍ରୀକୁ ପାନେ ଦେବାକୁ ଯାହା କରିଛି, ତାହା ବୋଧେ କେହି କେବେ ଚିନ୍ତା ବି କରିନଥିବେ। ସୋସିଆଲ ମିଡିଆରେ ଏହି ବ୍ୟକ୍ତି ଯେତେବେଳେ ନିଜ ପ୍ରତିଶୋଧର କାହାଣୀ ଖୁଲାସା କଲେ…

ବିଶ୍ୱାସ କରନ୍ତୁ…ଦୁଇ ଦିନରେ ଶାଶୁଘର ଲୋକଙ୍କ ହୃଦୟରେ କରିବେ ରାଜ୍‌, ବାସ୍‌ ଆପଣାନ୍ତୁ ଏହି ୪ ଉପାୟ

ଯେତେବେଳେ ଝିଅଟିଏ ବିବାହ କରି ତା’ ଶାଶୁଘରକୁ ଯାଏ, ତ ହଜାର ହଜାର ସ୍ୱପ୍ନକୁ ସଜାଇ ଏକ ନୂତନ ଘରେ ପାଦ ରଖିଥାଏ। ସେ କେବଳ ଚାହେଁ ନାହିଁ କି, ସେ ହିଁ ଶାଶୁଘରର ସବୁ ଲୋକଙ୍କ ହୃଦୟ ଜିତି ନେବ, ବରଂ ସମସ୍ତେ ମଧ୍ୟ ତାକୁ ଘରର ନୂତନ ସଦସ୍ୟ ଭାବରେ ଆପଣାଇ ନେବାକୁ ସେ ଚାହିଁଥାଏ। ଯଦି ଆପଣ ବି…

ମହାରାଷ୍ଟ୍ର: ଜେଲ୍‌ରୁ ବାହାରି ଜ୍ୱାଇଁ ନିଜ ଶାଶୁକୁ କଲା ବିଭତ୍ସ ହତ୍ୟା, ଗୁପ୍ତାଙ୍ଗରେ ପୂରାଇ ଦେଲା ବାଉଁଶ; କାରଣ…

ମୁମ୍ବାଇର ଭିଲେ ପାର୍ଲେରୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି କି, ଏଠାରେ ଜଣେ ଜ୍ୱାଇଁ ନିଜ ଶାଶୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଉଁଶ ପୂରାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ୧୪ ସେପ୍ଟେମ୍ବର…

କରୀନା କପୁର, ଶର୍ମିଲା ଟାଗୋରଙ୍କୁ କହିଲେ, ‘ମୁଁ ଆପଣଙ୍କ ଝିଅ ଭଳି…’; ଏହା ଶୁଣି ଶାଶୁ ମା’ ଦେଲେ ଏମିତି ଜବାବ

କରୀନା କପୁର ନିକଟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଛୁଟିରୁ ଫେରିଛନ୍ତି। ମାଳଦ୍ୱୀପରୁ ଫେରିଥିବା କରୀନା କପୁରଙ୍କ ପୁଅ ଜେହଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାରି ଭିତରେ କରୀନା କପୁର ଖାନ ଓ ତାଙ୍କ ଶାଶୁ ମା’ ଶର୍ମିଲା ଟାଗୋରଙ୍କ ଟ୍ୟୁନିଙ୍ଗ୍‌ କେଉଁ…

ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର…

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା ବି ଥାଏ। କିନ୍ତୁ କିଛି ମାମଲାରେ ଏହି ସମ୍ପର୍କ ମଧୁର ହୋଇ ପାରି ନ ଥାଏ। ଶାଶୁ-ବୋହୂ ସମ୍ପର୍କ ସହ ଜଡ଼ିତ ଏମିତି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି।…

ଟିଭି ଦେଖିବା ଚକ୍କରରେ ଶାଶୁ କରୁନଥିଲେ ରୋଷେଇ, ତା’ ପରେ ବୋହୂ କଲେ ଏମିତି କାମ

ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରେ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବଧୂ ନିଜ ଶାଶୁଙ୍କ ଅଭିଯୋଗ କରିବା ପାଇଁ ୧୧୨ ଡାଏଲ କରିଛନ୍ତି, ଅର୍ଥାତ୍ ପୋଲିସକୁ ଡାକିଛନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ଯ ହେଉଥିବେ କିନ୍ତୁ ଏହା କୌଣସି କଳି ଝଗଡା ପାଇଁ ନୁହେଁ। ବରଂ ରୋଷେଇ କରିବା ପାଇଁ।…

ପାଟନା: ସବୁଦିନ ଗାଳି ସହି ନ ପାରି ମହିଳା କଲେ ଶାଶୁଙ୍କୁ ବୀଭତ୍ସ ହତ୍ୟା, ଛୁରୀରେ ଗୋଟିଏ ଆଖି ତାଡ଼ି ବାହାର କରିଦେଲେ,…

ବିହାର ରାଜଧାନୀ ପାଟନାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଶାଶୁଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟାର ତରିକା ଏତେ ଭୟଙ୍କର ଯେ ଯିଏ ଶୁଣିବ, ସିଏ କମ୍ପି ଉଠିବ। ପୋଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।…

କେଉଁଝର: କଳିହୁଡି ବୋହୂର ନୃଶଂସ କାମ, ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ପଥରରେ ଶାଶୁର ମୁହଁକୁ ଛେଚିଲା ବୋହୂ

କେଉଁଝର(କେନ୍ୟୁଜ୍): ବେହୁର ପଥର ମାଡରେ ଶାଶୁ ଗୁରୁତର। ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ଶାଶୁର ମୁହଁକୁ ପଥରରେ ଛେଚି ଦେଲା  ବୋହୁ। ଫଳରେ ପରିଣତ ବୟସରେ ଶାଶୁର ୪ ଟି ଦାନ୍ତ ଭାଙ୍ଗିଯାଇଥିବା ବେଳେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଘଟଣା ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ନୂଆ…

ସବୁ ବୋହୂ ନିଜ ଶାଶୁଙ୍କୁ କୁହନ୍ତି ଏହି ୫ଟି ମିଛ!

ମିଛ କହିବା ଏକ କଳା। ଅନେକ ସମୟରେ ବୋହୂମାନେ ଶାଶୁଙ୍କୁ ଅନେକ କଥା ଲୁଚାଇ ଥାଆନ୍ତି। ସେମାନଙ୍କୁ ମିଛ କହିଥାଆନ୍ତି। ତେବେ ଏଭଳି ମିଛ କହିବା କିଛି ଖରାପ ନୁହେଁ, ବରଂ ସେଗୁଡ଼ିକ ମଧ୍ୟ ବେଶ୍ ମଜାଳିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ୍ ମିଛ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବେଶି…

ବୋହୂଙ୍କ ପାଇଁ ୫ଟି କଥା, ଦୃଢ଼ କରନ୍ତୁ ଶାଶୁଙ୍କ ସହ ସମ୍ପର୍କ

ଭାରତୀୟ ସମାଜରେ ବିବାହ କେବଳ ଦୁଇଟି ମଣିଷକୁ ନୁହେଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଯୋଡ଼ିଥାଏ। ଜଣେ ବୋହୂ ପାଇଁ ତା’ ଶାଶୁଘର ଲୋକଙ୍କ ସହ ସମ୍ପର୍କ ମଜଭୁତ କରିବା ବେଶ୍‌ ଜରୁରୀ ହୋଇଥାଏ। କିନ୍ତୁ ଏହି ସମ୍ପର୍କରେ ସବୁଠାରୁ କଠିନ ଥାଏ ଶାଶୁଙ୍କ ସହ ତାଳମେଳ। ଯଦି ଆପଣ ଶାଶୁଙ୍କ ସହ ପ୍ରେମଭରା…

ତାଳଚେର: ମା ସାଜି ବିଧବା ବୋହୂକୁ ବିବାହ ଦେଲେ ଶାଶୁ, ସମାଜ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହରଣ

ତାଳଚେର: ସମାଜରେ ଯୌତୁକ ଦାବି ପରି ବୋହୂକୁ ମାରିବା ଭଳି ଘଟଣା ଘଟୁଥିବା ବେଳେ ତାଳଚେରର ମହିଳା କିନ୍ତୁ ସମାଜକୁ ନୂଆ ରାସ୍ତା ଦେଖାଇଛନ୍ତି। ମା ସାଜି ବିଧବା ବୋହୂକୁ ବିବାହ ଦେଇଛନ୍ତି ଜଣେ ଶାଶୂ। ତାଳଚେର ଗୋବରା ଗାଁର ପ୍ରତିମା ବେହେରା ପୁଅ ମୃତ୍ୟୁର ଦୁଇମାସ ପରେ ବୋହୂକୁ ପୁଣି ଥରେ ବିବାହ…