Below header

ମହିଳାଙ୍କୁ ଅଶାଳୀନ କମେଣ୍ଟ କରି ଥାନାରେ ଅଟକ ରୋମିଓ ଡ୍ରାଇଭର

ସୁନ୍ଦରଗଡ଼: ମହିଳାଙ୍କୁ ଅଶାଳୀନ କମେଣ୍ଟ କରି ଡ୍ରାଇଭର ଅଟକ। ପ୍ରାତଃଭ୍ରମଣରେ ମହିଳା ଓ ତାଙ୍କ ସ୍ୱାମୀ ଯାଉଥିବା ବେଳେ ଜଣେ ଟ୍ରାକ୍ଟର ଡ୍ରାଇଭର ତାଙ୍କୁ ଅଶାଳୀନ କମେଣ୍ଟ କରିଥିଲା। ପରେ ମହିଳାଙ୍କ ଅଭିଯୋଗ ପରେ ଡ୍ରାଇଭରକୁ ପୋଲିସ ଅଟକ ରଖିଛି।

ସୁନ୍ଦରଗଡ଼ର ଛେଣ୍ଡ ଥାନା ଅଞ୍ଚଳରେ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖାଯାଇଛି। ମହିଳା ଜଣଙ୍କୁ ଡ୍ରାଇଭର ନିୟମିତ ଭେବେ କମେଣ୍ଟ ମାରି ଆସୁଥିଲା। ଆଜି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଯାଉଥିବା ବେଳେ ଡ୍ରାଇଭର ଜଣକ ପୁଣି କମେଣ୍ଟ ମାରିଥିଲା। ପରେ ମହିଳାଙ୍କ ସ୍ୱାମୀ ଓ କିଛି ସ୍ଥାନୀୟ ଲୋକ ତାକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଜିମା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.