Below header

ବାଲେଶ୍ବର: ହାଇୱାକୁ ପିଟିଲା ଡମ୍ପର, ଡ୍ରାଇଭର ମୃତ

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଭୋର ସମୟରେ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା କୁ କଟିପୋଲ ନିକଟରେ ପଛପଟୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା ଡମ୍ପର।

ବାଲେଶ୍ବର(କେନ୍ୟୁଜ୍): ହାଇୱାକୁ ପିଟିଲା ଡମ୍ପର । ଘଟଣାସ୍ଥଳରେ ଡମ୍ପର ଡ୍ରାଇଭର ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଆଜି ଭୋର ସମୟରେ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା କୁ କଟିପୋଲ ନିକଟରେ ପଛପଟୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା ଡମ୍ପର। ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରର ମୃତ୍ୟୁ ହୋଇଥିଲା । ବସ୍ତା ଥାନା ପୋଲିସ ଦୁଇଟି ଗାଡି ଜବତ କରି ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.