Below header

ରାଜ୍ଯର ସମସ୍ତ ଜିଲ୍ଲାରେ ୧୫ ଅଗଷ୍ଟ ପୂର୍ବରୁ ଆରମ୍ଭ ହେବ ନିଶା ମୁକ୍ତ ଅଭିଯାନ, ସବୁ ଜିଲ୍ଲାକୁ ମିଳିବ ୧୦ଲକ୍ଷ

ଭୁବନେଶ୍ବର: ରାଜ୍ଯର ସମସ୍ତ ଜିଲ୍ଲାରେ ୧୫ ଅଗଷ୍ଟ ପୂର୍ବରୁ ଆରମ୍ଭ ହେବ ନିଶା ମୁକ୍ତ ଅଭିଯାନ। ଏ ନେଇ ସବୁ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଦିଆଯିବ। ରାଜ୍ୟସ୍ତରୀୟ ଅଭିଯାନ ପାଇଁ ୨୦ ଲକ୍ଷ ଦିଆଯିବ। ଯାହାର ଅଧ୍ୟକ୍ଷତା କରିବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ। ପ୍ରଥମ ପର୍ଯ୍ୟାୟରେ କଟକ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଦେଵଗଡ଼, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବ। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.