Below header

କୋରପୁଟ ଜିଲ୍ଲା ସୁନାବେଡ଼ା ପୋଲିସ ପକ୍ଷରୁ ଔଷଧ ଦୋକାନରେ ଚଢ଼ାଉ, ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ ଔଷଧ

କୋରପୁଟ(କେନ୍ୟୁଜ୍):କୋରପୁଟ ଜିଲ୍ଲା ସୁନାବେଡ଼ା ପୋଲିସ ପକ୍ଷରୁ ଔଷଧ ଦୋକାନରେ ଚଢ଼ାଉ । ଭେଜାପୁଟ ସ୍ଥିତ ଚରକ ମେଡିସିନ ଦୋକାନରେ ବିପୁଳ ପରିମାଣର ଡ୍ରଗ୍ସ ଔଷଧ ଜବତ କରାଯାଇଛି । ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକ୍ରୋଟିକସ ସବଷ୍ଟାନ୍‌ସ -ଏନଡିପିଏସ ମାମଲା ରୁଜୁ କରି ଔଷଧ ଦୋକାନୀ କୃତ୍ତିବାସ ପାତ୍ରକୁ ଗିରଫ କରିଛି । ସୁନାବେଡା ଏସଡିପିଓ ନିରଂଜନ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେହିପରି ମାଥାଲପୁଟରେ ଜଣଙ୍କ ଘର ଉପରେ ଦାମନଯୋଡ଼ି ପୋଲିସ ଟଢ଼ାଉ କରି ଆଲକୋହଲ ଯୁକ୍ତ ହୋମିଓପ୍ୟାଥି ମେଡିସନ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.