Browsing Tag

drugs seized

ସମ୍ବଲପୁର ଜେଲରେ ଅଚାନକ ଚଢାଉ, ଜବତ ହେଲା ପୁଳାପୁଳା ମାଦକ ଦ୍ରବ୍ୟ

ସମ୍ବଲପୁର: ଜେଲରେ ରେଡ୍ । ଜବତ ହେଲା ପୁଳାପୁଳା ମାଦକ ଦ୍ରବ୍ୟ । ସମ୍ବଲପୁର ମଣ୍ଡଳ ଜେଲରେ ଅଚାନକ ଚଢାଉ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସହ ଉପରସ୍ଥ ଅଧିକାରୀ ରେଡରେ ସାମିଲ ଅଛନ୍ତି । ଜେଲ ଭିତରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଜବତ ହୋଇଛି ।…

ଜେଲ ଭିତରେ ପୋଲିସର ଚଢ଼ାଉ: ନିଶା ସାମଗ୍ରୀ ଜବତ, କର୍ମଚାରୀଙ୍କ ହାତ ଥିବା ସନ୍ଦେହ

ବଲାଙ୍ଗିର : ଜେଲ୍ ଭିତରେ ପୋଲିସ ଚଢ଼ାଉ । ବଲାଙ୍ଗିର ଜିଲ୍ଲା କାରାଗାରରେ ଅଚାନକ ଚଢାଉ କରିଥିଲେ ଏସପି । ଜେଲ ଭିତରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଜବତ ହୋଇଛି । ଚଢାଉ ସମୟରେ ବିଡି, ସିଗାରେଟ , ଖଇନି ଆଦି ମାଦକ ସାମଗ୍ରୀ ଜବତ ହୋଇଛି । ଜେଲ ଭିତରକୁ ନିଶାଦ୍ରବ୍ୟ ଆସିବା ପଛରେ…

ଡ୍ରଗ୍‌ସ ବିରୋଧୀ ଅଭିଯାନରେ ଏନସିବିକୁ ବଡ଼ ସଫଳତା:ଆରବସାଗରରେ ଜାହାଜରୁ ୨୦୦୦ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ

କେନ୍ୟୁଜ୍(ବ୍ୟୁରୋ): ଡ୍ରଗ୍‌ସ ବିରୋଧୀ ଅଭିଯାନରେ ଏନସିବିକୁ ବଡ଼ଧରଣର ସଫଳତା। ସମୁଦ୍ରରେ ଜାହାଜ ମଧ୍ୟରୁ ୨୦୦୦ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ । ଏନସିବି ଓ ଭାରତୀୟ ନୌସେନାର ମିଳିତ ସହଯୋଗରେ ୮ଶହ କିଲୋ ଗ୍ରାମ ନିଶା ସାମଗ୍ରୀ ଜବତ ହୋଇଛି। ମିଳିତ ଅପରେସନରେ ପାକିସ୍ତାନ ରାସ୍ତାରେ ଆରବ…

ସମୁଦ୍ର ବାଟେ ଆସିଥିବା ୨୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ସହ ବଡ ର‍୍ୟାକେଟର ପର୍ଦାଫାସ୍‌, ୪ ଗିରଫ

ନୂଆଦିଲ୍ଲୀ :  ଦିଲ୍ଳୀ ପୋଲିସ ଏକ ବଡ଼ ଡ୍ରଗ୍ସ ର‍୍ୟାକେଟର ପର୍ଦାଫାଶ୍‌ କରିଛି । ଏଥିରେ ଜଡିତ ୪ ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗ ଠାରୁ ୩୫୦ କେଜି ହେରୋଇନ ଜବତ କରିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଏବେ ଗିରଫ ଅଭିଯୁକ୍ତଙ୍କୁ ପଚରା…

ନକଲି ଔଷଧ ଜବତ ଘଟଣା, କିଙ୍ଗପିନ୍‌ ଶିବ ଜେନାଙ୍କ କମ୍ପାନୀ ଲାଇସେନ୍ସ ବାତିଲ୍‌

କଟକ(କେନ୍ଯୁଜ୍): କଟକରୁ ନକଲି ଔଷଧ ମିଳିବା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ନକଲି ଔଷଧ କାରବାରର ଗୁମର ଫିଟାଇବା ପାଇଁ ରାଜ୍ୟ ଭେଷଜ ନିୟନ୍ତ୍ରଣ କାର୍ଯ୍ୟାଳୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କ ଦ୍ୱାରା ପରିଚାଳିତ ମେଡିଲଏଡ ମେଡିକାମେଣ୍ଟ…

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା : ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବିର ଚଢ଼ାଉ, ଅଢ଼େଇ କୋଟିରୁ ଅଧିକ…

ନୂଆଦିଲ୍ଲୀ : ମୁମ୍ବାଇରୁ ଅଢ଼େଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ । ଖାଲି ସେତିକି ନୁହେଁ, ନିଶାଦ୍ରବ୍ୟ କାରବାର କରୁଥିବା ରିଗେଲ ମହାକାଳକୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସହ ସମ୍ପୃକ୍ତ…

କୋରପୁଟ ଜିଲ୍ଲା ସୁନାବେଡ଼ା ପୋଲିସ ପକ୍ଷରୁ ଔଷଧ ଦୋକାନରେ ଚଢ଼ାଉ, ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ ଔଷଧ

କୋରପୁଟ(କେନ୍ୟୁଜ୍):କୋରପୁଟ ଜିଲ୍ଲା ସୁନାବେଡ଼ା ପୋଲିସ ପକ୍ଷରୁ ଔଷଧ ଦୋକାନରେ ଚଢ଼ାଉ । ଭେଜାପୁଟ ସ୍ଥିତ ଚରକ ମେଡିସିନ ଦୋକାନରେ ବିପୁଳ ପରିମାଣର ଡ୍ରଗ୍ସ ଔଷଧ ଜବତ କରାଯାଇଛି । ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକ୍ରୋଟିକସ ସବଷ୍ଟାନ୍‌ସ -ଏନଡିପିଏସ ମାମଲା ରୁଜୁ କରି ଔଷଧ ଦୋକାନୀ କୃତ୍ତିବାସ…

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ

ବରଗଡ (କେନ୍ୟୁଜ୍) : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରୁ ନିଶାଦ୍ରବ୍ୟ ଜବତ ହୋଇଛି। ଏହାସହ ପାଇକମାଲର ମୁକେଶ ଅଗ୍ରଓ୍ଵାଲ ଓ ଲଳିତା ରାଓଙ୍କ ଠାରୁ ୨୩୦ଟି କପ୍ ସିରଫ, ୭କେଜିରୁ ଅଧିକ ଗଞ୍ଜେଇ ସହ…