ଲଗାଣ ବର୍ଷାରେ ଫସିଲା ଆମ୍ବୁଲାନ୍ସ, ରୋଗୀ ହେଲେ ହଟହଟା

ଲଗାଣ ବର୍ଷାରେ ଫସିଲା ଆମ୍ବୁଲାନ୍ସ । ମାଲକାନଗିରି ଜିଲ୍ଲା ସଦରମହକୁମା ମେଡିକାଲରୁ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ନିଆଯାଉଥିବା ବେଳେ ପାଙ୍ଗାମ ନିକଟରେ ଆମ୍ବୁଲାନ୍ସ ଅଟକିଛି । ପାଙ୍ଗମ ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରଭାବିତ ହେଉଥିବାରୁ ଆମ୍ବୁଲାନ୍ସ ଅଟକି ରହିଛି । ଫଳରେ ରୋଗୀଙ୍କୁ ହଟ୍ଟହଟା ହେବାକୁ ପଡିଛି ।

 

Leave A Reply

Your email address will not be published.