କେନ୍ଦୁଝର : ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ବିଦ୍ୟୁତ ତାର ଟାଣିବା ବେଳେ ଅଘଟଣ, ୫ ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ୫ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପଞ୍ଚାୟତ ଖେଣ୍ଡରା ଗାଁରେ । ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ବିଦ୍ୟୁତ ତାର ଟାଣିବା ବେଳେ ଏହି ଅଘଟଣ ଘଟିଛି । ଏତିକିବେଳେ ହଠାତ୍ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଏଥିରେ କାମ କରୁଥିବା ଶ୍ରମିକମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଶ୍ରମିକ ଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.