Below header

ଲଗାଣ ବର୍ଷା ଯୋଗୁଁ କ୍ଷତି ହୋଇଛି ବ୍ୟାପକ ଫସଲ

ମାହାଙ୍ଗା(କେନ୍ୟୁଜ୍): ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର କଇଥା, ଜଳେଶ୍ୱରପୁର, ହଳଦିଆ, କୁରୁଜଙ୍ଗା, ଗୋପାଳପୁର ଆଦି ପଞ୍ଚାୟତରେ ବିଲରେ ବର୍ଷା ପାଣ ପଶି ବ୍ୟାପକ କ୍ଷତି ହୋଇଛି । ବିଲରେ ରୁଆ ଯାଇଥିବା ଧାନ ତଳି ପାଣିରେ ବୁଡ଼ି ଯାଇଥିବାରୁ ତଳି ପଚି ଯିବା ନେଇ ଆଶଙ୍କା କରାଯାଉଛି । ଏଥିସହ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବାଡ଼ିରେ ଲଗାଯାଇଥିବା ପନିପରିବା ନଷ୍ଟ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.