ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ୨ଟି ଇଭେଣ୍ଟରେ ଭାଗନେବେ ଦୂତୀ ଚାନ୍ଦ୍

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଶହେ ମିଟର ଦୌଡରେ ଭାଗ ନେବେ ଦୂତୀ ଚାନ୍ଦ। ଶହେ ମିଟର ଦୌଡ଼ରେ ଭାଗ ନେବାକୁ ଥିବା ଧନଲକ୍ଷ୍ମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡିବା ପରେ ଦୂତୀ ଚାନ୍ଦଙ୍କୁ ଶହେ ମିଟର ଦୌଡ଼ ପାଇଁ ଚୟନ କରାଯାଇଛି। ଦୂତୀ ଚାନ୍ଦ ଶହେ ମିଟର ଦୌଡ଼ ଏବଂ ଶ୍ରାବଣୀ ନନ୍ଦଙ୍କ ସହ ୪ ଗୁଣା ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ତିନି ଜଣ କିଟ୍‌ ଛାତ୍ରଛାତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବେ। ଦୂତୀ ଓ ଶ୍ରାବଣୀଙ୍କ ସହ ହକିରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଅମିତରୋହି ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.