Below header

ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ୍ (ବ୍ୟୁରୋ) : ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ିର ବଳୟ। ସକାଳ ସମୟରେ ଘନ କୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି। ସୋନପୁରରେ ତାପମାତ୍ରା ୧୪ ଡିଗ୍ରୀ ଥିବା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗିବାଡିରେ ୧୪ଡିଗ୍ରୀ, କଟକରେ ୨୦ଡିଗ୍ରୀ, କଟକ ୨୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

କଟକ, ଜଗତସିଂହପୁର, ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ। ଆସନ୍ତା ୩ଦିନ ଧରି ପାଗ ଶୁଖିଲା ରହିବ। ଗୁରୁଚାପ ପ୍ରଭାବରେ ୨ଦିନ ଯାଏ ଉପକୂଳବର୍ତ୍ତୀ ଜିଲା ଖୋର୍ଦ୍ଧା, ସୁନ୍ଦରଗଡ଼, କନ୍ଧମାଳ, ଢେଙ୍କାନାଳରେ ଘନ କୁହୁଡି ଦେଖାଯିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲକାରୁ ମଧ୍ୟମ କୁହୁଡି ଦେଖାଯିବ । ଆଗକୁ ଆହୁରି ଶୀତ ବଢିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.