Below header

ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର

ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ଯାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ଯାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟରଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

 ଛତ୍ରପୁର : ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ଯାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ଯାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟରଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

ଘଟଣାଟି ତାଙ୍କ ଘର ପାଖରୁ ଅଳ୍ପ ଦୂରରେ ହୋଇଥିବାରୁ ଫଳରେ ସ୍କୁଲର ଚାଳକଙ୍କ ସମେତ ଦୁଇ ଜଣ ଝିଅ ଗାଡିରୁ ଓହ୍ଲାଇ ପଡିଥିଲେ । ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଗାଡିଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.