ରାଉରକେଲା ଡିଭିଜନ୍ ବାଙ୍କୀ ରେଞ୍ଜରେ ବିଦ୍ୟୁତ୍ ତାର ଲାଗି ହାତୀର ମୃତ୍ୟୁ

କେନ୍ୟୁଜ୍: ସୁନ୍ଦରଗଡ଼ ରାଉରକେଲା ଡିଭିଜନ୍ ବାଙ୍କୀ ରେଞ୍ଜରେ ମାଈ ହାତୀର ମୃତ୍ୟୁ । ବାଖରତୋଲା ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ୍ ତାର ଲାଗି ଗଲା ହାତୀର ଜବୀନ ଯାଇଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.