Below header

କେନ୍ଦୁଝର:ଟ୍ରେନ୍‌ ଧକ୍କାରେ ପୁଣି ଏକ ଦନ୍ତା ଗୁରୁତର, ବନବିଭାଗ କରୁଛି ଚିକିତ୍ସା

କେନ୍ଦୁଝର(କେନ୍ୟୁଜ୍):  ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି । ଗତକାଲି ରାତିରେ ହାତୀଟି ରାସ୍ତା ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ହାତୀଟିକୁ ଧକ୍କା ଦେଇଥିଲା । ଖବର ପାଇ ବନ ବିଭାଗ

 ପୁଣି ଟ୍ରେନ ଧକ୍କାରେ ଦନ୍ତା ଗୁରୁତର।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ଶଗଡ଼ପଟା ରେଳ ଷ୍ଟେସନ ନିକଟ ବାଘୁଆ ନାଳ ନିକଟରେ ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ହାତୀଟି ରାସ୍ତା ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ହାତୀଟିକୁ ଧକ୍କା ଦେଇଥିଲା । ଟ୍ରେନ ଧକ୍କା ଦେବାରୁ ହାତୀଟି ଛିଟିକି ପଡି ଗୁରୁତର ଆହତ ହୋଇଥିଲା। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ  ଗୁରୁତର ହତୀଟିର ଚିକିତ୍ସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.