Below header
Browsing Tag

elephant accident

ହାତୀ ପାଇଁ ହେବ ଅଣ୍ଡରପାସ୍‌: ରେଲୱେ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପାଇଁ ରେଳ ବିଭାଗର ପଦକ୍ଷେପ

ଭୁବନେଶ୍ବର(କେନ୍ୟୁଜ୍‌): ହାତୀ ପାଇଁ ଅଣ୍ଡରପାସ୍‌ ହେବ । ରେଳ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପାଇଁ ରେଳ ବିଭାଗର ପଦକ୍ଷେପ । ଯେଉଁ ସବୁ ସ୍ଥାନରେ ବନ୍ୟଜନ୍ତୁ ଚଳ ପ୍ରଚଳ କରୁଛନ୍ତି । ସେହି ସବୁ ସ୍ଥାନରେ ଟ୍ରାକ ତଳେ ପୋଲ ତିଆରି କରାଯିବ । କେନ୍ଦ୍ର ରେଳମନ୍ତ୍ରୀ ଏହି ସୂଚନା…

ପୁଣି ବିପଦରେ ଗଜରାଜ୍, ଯୋଡ଼ାରେ ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଟ୍ରେନ ଧକ୍କାରେ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଦୁର୍ଘଟଣା ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ, ବାଂଶପାଣୀ - ଜୁରୁଡ଼ି ରେଳପଥର ୪୦୪ ନଂ ପିଲ୍ଲାର ନିକଟରେ ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା…

ଖୋର୍ଦ୍ଧାରେ ପୁଣି ଅସୁରକ୍ଷିତ ଦନ୍ତା, ମାଲ ବୋଝେଇ ଟ୍ରେନ ଧକ୍କାରେ ଗୋଟିଏ ହାତୀ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ରେଳମଣ୍ଡଳ ଅଧୀନ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟ ପାଖ କାନ୍ତଳବାଇ ରେଳ ଫାଟକ ନିକଟରେ ହାତୀକୁ ପିଟିଲା ମାଲ ବୋଝେଇ ଟ୍ରେନ।   ହାତୀ ପଲ ରେଳ ଧାରଣା ପାର ହେଉଥିବା ବେଳେ ଏକ ମାଲ ବୋଝେଇ ଟ୍ରେନ  ଧକ୍କାରେ ଗୋଟିଏ ହାତୀ ଗୁରୁତର ହୋଇଥିବା ସୂଚନା ମିଳିଛି ।…

କେନ୍ଦୁଝର:ଟ୍ରେନ୍‌ ଧକ୍କାରେ ପୁଣି ଏକ ଦନ୍ତା ଗୁରୁତର, ବନବିଭାଗ କରୁଛି ଚିକିତ୍ସା

କେନ୍ଦୁଝର(କେନ୍ୟୁଜ୍):  ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି । ଗତକାଲି ରାତିରେ ହାତୀଟି ରାସ୍ତା ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌…