Below header

ହାତୀ ପାଇଁ ହେବ ଅଣ୍ଡରପାସ୍‌: ରେଲୱେ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପାଇଁ ରେଳ ବିଭାଗର ପଦକ୍ଷେପ

ଭୁବନେଶ୍ବର(କେନ୍ୟୁଜ୍‌): ହାତୀ ପାଇଁ ଅଣ୍ଡରପାସ୍‌ ହେବ । ରେଳ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପାଇଁ ରେଳ ବିଭାଗର ପଦକ୍ଷେପ । ଯେଉଁ ସବୁ ସ୍ଥାନରେ ବନ୍ୟଜନ୍ତୁ ଚଳ ପ୍ରଚଳ କରୁଛନ୍ତି ।

ସେହି ସବୁ ସ୍ଥାନରେ ଟ୍ରାକ ତଳେ ପୋଲ ତିଆରି କରାଯିବ । କେନ୍ଦ୍ର ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଯେମିତି କି ଏକା ଥରେ ୮ ଟି ହାତୀ ଅତିକ୍ରମ କରିପାରିବେ । ରେଳ ବୋର୍ଡ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ । ଏହାପରେ ଦେଶ ସାରା ପୋଲ ତିଆରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.