Below header

ସୁନ୍ଦରଗଡ଼: ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଳକ୍‌ରେ ହାତୀ ଉପଦ୍ରବ,ଭୟଭୀତର ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଳକ୍‌ରେ ହାତୀ ଉପଦ୍ରବ । ଜରଡା ରେଞ୍ଜର କୁନ୍ଦେହୀଢିଆ, ଲଚଡା, ବାଲିଆ ଅଞ୍ଚଳରେ ପ୍ରାୟ ଗତ ଦୁଇ ଦିନ ତଳେ ହାତୀ ପଲ ଜଙ୍ଗଲରୁ ବାହାରି ଗାଁ ମୁଖା ହୋଇଛନ୍ତି । ହାତୀ ପଲ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

ଖବର ପାଇ ବନ ବିଭାଗ କର୍ମଚାରୀ ହାତୀ ଘଉଡାଇ ଥିଲେ ହାତୀ ପଲ ଧାନ ଫସଲ ନଷ୍ଟ କରି ଦେଇଥିବା ଯୋଗୁ ଚିନ୍ତାରେ ଚାଷୀ । ହାତୀ ପଲ ଏବେ ବଣାଇ ରେଞ୍ଜର ବରଘାଟ ଅଞ୍ଚଳକୁ ଯାଇଛନ୍ତି । ତୁରନ୍ତ କ୍ଷତିପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.