କମିଶନରେଟ ପୋଲିସର ଆଉ ଏକ କର୍ଯ୍ୟାନୁଷ୍ଠାନ, ଦୁର୍ଦ୍ଦାନ୍ତ ଅପରାଧୀକୁ ସିଧା ତଡିପାରର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ‘ଦାଦା ବଟି କୁ ନା’ ଅଭିଯାନରେ କମିଶନରେଟ ପୋଲିସର ଆଉ ଏକ କର୍ଯ୍ୟାନୁଷ୍ଟାନ। ଦୁର୍ଦ୍ଦାନ୍ତ ଅପରାଧୀକୁ ସିଧା ତଡିପାରର ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଦୁର୍ଦ୍ଦାନ୍ତ ଅପରାଧର ଭାରତ ଭୂଷଣ ସ୍ବାଇଁକୁ  ଏହି ନିର୍ଦ୍ଦେଶ ଦିଆଯାଇଛି। ଡି ବ୍ରଦର୍ସ ଲିଙ୍କ ଭାରତ ଭୂଷଣ ଥିଲା। ତା ନାଁରେ ୧୫ରୁ ଅଧିକ ମାମଲା ବିଭିନ୍ନ ଥାନାରେ ଥିଲା। ଆଜି ଦାଦା ବଟି କୁ ନା ଅଭିଯାନ ରେ କମିଶନରେଟ ପୋଲିସ ତା ନାଁରେ ତଡିପାର ନିର୍ଦ୍ଦେଶନାମା ଜାରି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.