Below header

କଟକ ସିଡିଏରେ ଗଜରାଜ: ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ୍ ଭିତରେ ପଶିଛନ୍ତି ୨ଟି ଦନ୍ତା, ଘଉଡାଇବାକୁ ବନବିଭାଗ କର୍ମଚାରୀଙ୍କ ଉଦ୍ଯମ ଜାରି

କଟକ: କଟକ ସିଡିଏରେ ହାତୀ ଆତଙ୍କ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ଭିତରେ ପଶିଛି ୨ଟି ଦନ୍ତା। ସିଡିଏ ସେକ୍ଟର ୧୩ନଂ ସ୍ଥିତ କ୍ୟାମ୍ପସ ପାଚେରୀ ଭାଙ୍ଗି ପଶିଥିବା ସୂଚନା ମିଳିଛି। ଫଳରେ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ।

ବନବିଭାଗ କର୍ମଚାରୀ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.