Below header

ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଆସିବେ କର୍ମଚାରୀ, ବିଏମସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲ କିମ୍ବା ଚାଲିଚାଲି ଆସିବେ ଭୁବନେଶ୍ୱର ମହାନଗର ନିଗମ, ବିଡିଏ ଓ ବିଏସସିଏଲ କର୍ମଚାରୀ । ପ୍ରଦୂଷଣ ମୁକ୍ତ କରିବାକୁ ରାଜଧାନୀରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଏ ନେଇ ବିଏମସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ଅଫିସର ପାକିଂ ସ୍ଥଳକୁ କାଲି ପାଇଁ ବନ୍ଦ କରାଯାଇଛି । ଭୁବନେଶ୍ୱରରେ ଏବେ ବିଡିଏ, ବିଏମସି ଓ ବିଏସସିଏଲର ପାଖାପାଖି ଏକ ହଜାର କର୍ମଚାରୀ କାମ କରୁଛନ୍ତି । ଫଳରେ ପାଖାପାଖି ୨୦୦ ଗାଡି କାଲି ରାସ୍ତାକୁ ଓହ୍ଳାଇବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.