Below header

ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ: ଖଲିକୋଟ ସାନଘାଟି ଛକରେ ଏନକାଉଣ୍ଟର କରିଛି ପୋଲିସ। ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଦୁଇ ଅପରାଧୀ ହେଉଛନ୍ତି ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ଉଭୟଙ୍କ ଠାରୁ ଗୋଟିଏ ୪ ଚକିଆ ଗାଡି, ଦୁଇଟି ପିସ୍ତଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨ ଲକ୍ଷ ୨୫ ହଜାର ଟଙ୍କା ନଗଦ ଅର୍ଥ ଜବତ ହୋଇଛି। ଉଭୟ ଖଲିକୋଟ ଟୋଲଗେଟ୍ ଡକାୟତିରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.