ମହଙ୍ଗା ପଡିଲା ଅଶ୍ଳୀଳ ଇଙ୍ଗିତ, ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା

ବାଲେଶ୍ବର : ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା । ଏହି ଘଟଣାଟି ଘଟିଛି ବାଲେଶ୍ବରରେ । ସୂଚନା ଅନୁସାରେ ମହିଳା ଜଣକ ଷ୍ଟେସନରୁ ଫେରୁଥିବା ସମୟରେ ଯୁବକ ଜଣକ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯେଉଁଥିରେ ମହିଳା ଜାଣକ ଯୋତା ଖୋଲି ନିର୍ଧୁମ୍ ଛେଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.