ପହଞ୍ଚିଲା ଇଭିଏମ ମେସିନ : ରାଜ୍ୟରେ ସାଧାରଣ ଆଗୁଆ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ୍) :ଆଗୁଆ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୬ଟି ରାଜ୍ୟରୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ-ଇଭିଏମ ଓଡ଼ିଶାରେ ଆସି ପହଞ୍ଚିଛି। ଆସାମ, ଛତିଶଗଡ଼, ୟୁପି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସିଛି ଇଭିଏମ ।

election preparation

ଉତ୍ତର ପ୍ରଦେଶ ଦାଦ୍ରି ଡିପୋରୁ ଟ୍ରେନ ଯୋଗେ ୭୦ଟି କଣ୍ଟେନରରେ ଓ ବାଲେଶ୍ୱରକୁ ୬୩ଟି କଣ୍ଟେନର ଯୋଗେ ଇଭିଏମ ଆସି ପହଞ୍ଚିଛି। ଦିନେ ଦୁଇ ଦିନ ମଧ୍ୟରେ ଖୋର୍ଦ୍ଧାକୁ ଆସିବ। ପ୍ରାଥମିକ ପର୍ୟ୍ୟାୟରେ ଇଭିଏମ ଗୁଡ଼ିକ ଯାଞ୍ଚ କରାଯିବ। ଆସନ୍ତା ୨୨-୨୩ ଦିନ ଭିତରେ ଇଭିଏମ ଏବଂ ଭିଭି ପାର୍ଟର ଡେମୋନଷ୍ଟ୍ରେସନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.