Below header
Browsing Tag

evm machine

ଭୋଟିଂ ପୂର୍ବରୁ ଇଭିଏମ୍‌ ପୂଜାର୍ଚ୍ଚନା, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା

ମହାରାଷ୍ଟ୍ରରେ ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ଟି ଆସନରେ ଭୋଟିଂ ଶେଷ ହୋଇଛି । ସେଥିରୁ ବାରାମତି ଅନ୍ୟତମ । ଏଠାରେ ଗୋଟିଏ ପଟେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏନଡିଏ ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ପଟେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ…

ଭୋଟ୍‌ ଦେବାକୁ ଆସିଥିଲେ, EVMରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା; ମତଦାତା ଅଟକ

ମହାରାଷ୍ଟ୍ରର ମାଢା ଲୋକସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଇଭିଏମ୍‌ ପୋଡ଼ିର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମତଦାନ ଚାଲିଥିବା ବେଳେ ହଠାତ୍‌ ଜଣେ ମତଦାତା ଆସି ଏଭଳି କାଣ୍ଡ ଘଟାଇଥିଲେ । ସେ ଇଭିଏମ୍‌ ମେସିନ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ନିର୍ବାଚନ…

ଇଭିଏମକୁ ହ୍ୟାକ୍‌ କରାଯାଇ ପାରିବ କି ? ଜାଣନ୍ତୁ ମତଦାନ କେନ୍ଦ୍ର ଠାରୁ ଷ୍ଟ୍ରଙ୍ଗ ରୁମ ପର୍ଯ୍ୟନ୍ତ ଇଭିଏମର ଯାତ୍ରା

ମତଦାନ ପାଇଁ ବ୍ୟବହୃତ ହେଉଥିବା ଇଭିଏମ୍‌ ମେସିନ ଭୋଟ ସମୟରେ ବଡ ଚର୍ଚ୍ଚାରେ ରହିଥାଏ । ଇଭିଏମ୍‌ ର ପୁରା ନାମ ହେଉଛି ଇଲୋକ୍ଟ୍ରୋନିକ ଭୋଟିଂ ମେସିନ । ଏହା ଏପରି ଏକ ମେସିନ ଯାହାର ବ୍ୟବହାର ଦ୍ୱାରା ଭୋଟ ଦାନ ସହ ଏହାର ରେକର୍ଡ ମଧ୍ୟ କରାଯାଇପାରେ । ଇଭିଏମ ଆସିବା ପୂର୍ବରୁ ଭୋଟ ପାଇଁ ବାଲାଟ…

ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ, ଜିଲ୍ଲାକୁ ପଠାଗଲା EVM

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ । ଜିଲ୍ଲାକୁ ପଠାଗଲା EVM । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାକୁ ପଠାଗଲା EVM । ଗତକାଲି ୫ ଜିଲ୍ଲାକୁ ପଠାଯାଇଥିବା ବେଳେ ଆଜି ୧୦ ଜିଲ୍ଲାକୁ ପଠାଗଲା EVM । ରାଜ୍ୟର…

ଆଉ ଭୋଟିଂ ବେଳେ କରିପାରିବେନି ହେରଫେର, ଓଡ଼ିଆ ଯୁବ ଇଞ୍ଜିନିଅର ତିଆରି କଲେ ଟାମ୍ପରିଂ ପ୍ରୁଫ୍‌ ଇଭିଏମ୍

ଏବେ ଇଭିଏମ୍‌ ମେସିନରେ ଚାଲିଥିବା ଭୋଟ୍‌ ବ୍ଯବସ୍ଥାକୁ ନେଇ ବ୍ଯାପକ ତର୍କବିତର୍କ ହେବା ସହିତ ଇଭିଏମ୍‌କୁ ଟାମ୍ପରିଂ କରାଯାଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ରେଙ୍ଗାଲି ରମ୍ପେଲାର ଆଶିଷ ମାହାନା ନାମକ ଜଣେ ଯୁବ ଇଞ୍ଜିନିୟର ଟାମ୍ପରିଂ ପ୍ରୁଫ୍‌ ଭୋଟିଂ…

ପହଞ୍ଚିଲା ଇଭିଏମ ମେସିନ : ରାଜ୍ୟରେ ସାଧାରଣ ଆଗୁଆ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ୍) :ଆଗୁଆ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୬ଟି ରାଜ୍ୟରୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ-ଇଭିଏମ ଓଡ଼ିଶାରେ ଆସି ପହଞ୍ଚିଛି। ଆସାମ, ଛତିଶଗଡ଼, ୟୁପି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସିଛି ଇଭିଏମ । ଉତ୍ତର ପ୍ରଦେଶ ଦାଦ୍ରି ଡିପୋରୁ…

ତେଜିଲା ଆଗୁଆ ନିର୍ବାଚନ ଚର୍ଚ୍ଚା : ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସୁଛି ଲକ୍ଷେ ଇଭିଏମ୍

ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସୁଛି ଏକ ଲକ୍ଷ ଇଭିଏମ୍ । ଏହି କାମ ବୁଝିବା ପାଇଁ ଦୁଇଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି। ଫଳରେ ଆହୁରି ବଢ଼ିଛି ଆଗୁଆ ନିର୍ବାଚନ ଚର୍ଚ୍ଚା । ସେପଟେ ନିର୍ବାଚନ ପୂର୍ବରୁ ତୀବ୍ର ହେବାରେ ଲାଗିଛି ମେଣ୍ଟ…