କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦଭାଟି ଉପରେ ଚଢାଉ

କେନ୍ଦୁଝର(କେନ୍ୟୁଜ ) :  କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦଭାଟି ଉପରେ ଚଢାଉ । ୧୩୦ ଲିଟର ମଦ ଜବତ ସହ ୩ ହଜାର ୧୬୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏହାସହ ମଦ ରନ୍ଧା ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ।