Below header

ବୁଡ଼ି ଯିବାର ୫ ଦିନ ପରେ ଡ୍ୟାମରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର (କେନ୍ୟୁଜ ) : କେନ୍ଦୁଝରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଶିକ୍ଷକ ବୁଡି ଯାଇ ମୃତ୍ୟୁ ବାରଣ କରିଛନ୍ତି । ମୃତ୍ୟୁର ପାଞ୍ଚ ଦିନ ପରେ ମୃତଦେହ ଉଦ୍ଧାର କରାଯାଇଛି ।

ବୁଡ଼ି ଯିବାର ୫ ଦିନ ପରେ ଡ୍ୟାମରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରି ଡ୍ୟାମରୁ ଉଦ୍ଧାର ହେଲେ ପ୍ରାଥମିକ ସ୍କୁଲ ଶିକ୍ଷକ ଚିରଞ୍ଜିବୀ ମୁଣ୍ଡା । ଗତ ୧୯ ତାରିଖରେ ହୁଲି ଡଙ୍ଗାରେ ସ୍କୁଲକୁ ଯିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.