Below header

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ, ଘରେ ଓ ଫାର୍ମା ହାଉସ୍‌ରେ ଚାଲିଛି ରେଡ୍‌

କେନ୍ୟୁଜ୍: ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋଡ ଆଣ୍ଡ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘର ସମେତ ୧୨ଟି ସ୍ଥାନରେ ଚଢ଼ାଉ । ଭୁବନେଶ୍ୱର ନୟାପଲ୍ଲୀ ସମେତ ଗଞ୍ଜାମ ବ୍ଳକ ମାର୍କେଟ କମ୍ପ୍ଳେକ୍ସ ଓ ଫାର୍ମହାଉସରେ ରେଡ କରୁଛି ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ୧୧ଟି ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.