ବାଲେଶ୍ୱର: ବିସ୍ଫୋରଣରେ ଉଡିଲା ତିନି ମହଲା ଛାତ, ଭଡାଟିଆ ଫେରାର୍

ବାଲେଶ୍ୱର(କେନ୍ୟୁଜ୍) : ବିସ୍ଫୋରଣରେ ଉଡିଲା ତିନି ମହଲା ଛାତ। ଧୂଳିସାତ୍‌ ହୋଇଯାଇଛି ଘର। ବାଲେଶ୍ୱର ରେମୁଣା ଥାନା ଅଚ୍ୟୁତପୁର ଗାଁରେ ଅଘଟଣ। ବାଣ ଭିଡୁଥିବାବେଳେ କିମ୍ବା ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କିଛି ସଠିକ୍‌ ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଥିଲେ। ବିସ୍ଫୋରଣ ପରେ ଘରେ ରହୁଥିବା ଭଡାଟିଆ ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.