Below header

ନୟାଗଡ଼ରେ ନକଲି ବନ୍ଧୁକ କାରଖାନା ଠାବ , ଘଟଣାରେ ୪ଗିରଫ

ନୟାଗଡ଼(କେନ୍ୟୁଜ୍) : ନୟାଗଡ଼ରେ ନକଲି ବନ୍ଧୁକ କାରଖାନା ଠାବ। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ନୟାଗଡ଼ ଥାନା ହରିପୁର ଗାଁରେ ଏକ ନକଲି ବନ୍ଧୁକ କାରଖାନା ଚାଲିଥିବା ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏସ୍‌ପି ଶଶୀଭୂଷଣ ଶତପଥୀଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.