Below header

ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଅଥବା ଲାଗିବ ଖୁବ ଜୋରରେ ନିଦ …

ମଣିଷ ବଂଚିବା ପାଇଁ ନାନାଧି ପ୍ରକାରର ଖାଦ୍ୟ ଖାଇଥାଏ । କିଛି ଖାଇବା ପାଟିକୁ ସ୍ବାଦିଷ୍ଟ ଲାଗେ ତା କିଛି ପେଟ ପୁରାଇବା ପାଇଁ ଖିଆ ଯାଇଥାଏ। ଖାଦ୍ୟ ମଧ୍ୟରେ କିଛି ଆମିଷ ହୋଇଥାଏ ତ କିଛି ନିରାମିଷ ହୋଇଥାଏ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଖାଇବାପରେ ନିଦ ଲାଗେ। ଆସନ୍ତୁ ଜାଣିବା ସେହି ଖାଦ୍ୟ ସଂପର୍କରେ ।

କେଉଁ ଖାଦ୍ୟ ପାଇଁ ଲାଗେ ନିଦ :

-ପନିର୍‌, ଛେନା, ସାମୁଦ୍ରିକ ଖାଦ୍ୟ , ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତୁରନ୍ତ ନିଦ ମାଡ଼ିଥାଏ । ଏହି ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ କାମ କରିବା ସହ, ରକ୍ତ ସଂଚାଳନ କମ ହୋଇଥାଏ। ଫଳରେ ଧୀରେ ଧୀରେ ନିଦ ଲାଗିଥାଏ ।

food

-ଯଦି ଖାଇବା ସମୟରେ ଆପଣ ଅଧିକ ମିଠା ଖାଉଛନ୍ତି, ତେବେ ଏହା ଶରୀରରେ ଇନସୁଲିନର ଉତ୍ପାଦନ କରିଥାଏ । ଯାହା ରକ୍ତରେ ମିଶି ଟ୍ରିପଟୋଫନରେ ପରିଣତ ଉଛି ମସ୍ତିଷ୍କରେ ଥିବା ଏକ ଅମ୍ଳ ଯାହା ପାଚନ କାର‌୍ୟ୍ୟକୁ କ୍ଷିପ୍ର କରିଥାଏ ।

-ପାଚନ କ୍ରିୟା ଧିର ହେବା କାରଣରୁ ମଧ୍ୟାହ୍ନ ଭୋଜନ ପରେ ନିଦ ମାଡ଼େ ବୋଲି କୁହାଯାଇଛି । ଠିକ୍‌ ସେହିପରି ଯଦି ଅଧିକମାତ୍ରାରେ ମନପସନ୍ଦ ଖାଦ୍ୟ ଖାଇବେ ତେବେ ମଧ୍ୟ ନିଦ ମାଡ଼ିଥାଏ । ତେଣୁ ଭୋଜନପରେ ଯଦି ଆପଣଙ୍କର କାମ କରିବାର ରହୁଛି, ତେବେ ଏହି ଖାଦ୍ୟକୁ ଭୁଲରେ ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.