ଉତ୍ତର ଦିଗରେ ଶୋଇଲେ ଆସେ ଦୁଃସ୍ୱପ୍ନ, ଶରୀର ଉପରେ ପଡେ ଖରାପ ପ୍ରଭାବ
ଶରୀରକୁ ସୁସ୍ଥ ରଖିବା ପାଇଁ ଯେତିକି ଶାରୀରିକ ରୂପେ ସକ୍ରିୟ ରହିବା ଜରୁରୀ, ସେତିକି ଶୋଇବା ମଧ୍ୟ ଆବଶ୍ୟକ। ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଦ୍ୱାରା ମଣିଷ ଫୂର୍ତ୍ତି ଅନୁଭବ କରିଥାଏ। କିନ୍ତୁ ଆପଣ ଯଦି ସଠିକ୍ ମାତ୍ରାରେ ଶୁଅନ୍ତି ନାହିଁ ତେବେ କାମରେ ମଧ୍ୟ ମନ ଲାଗେ ନାହିଁ। ଅନେକ ଥର ଖରାପ…