Below header

ପୋଲିସକୁ ଠକିଲେ ନକଲି ପୋଲିସ, ଠକି ନେଲେ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ

ପୋଲିସକୁ ଠକିଲେ ନକଲି ପୋଲିସ । ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ। ସ୍ପେଶାଲ ପୋଲିସର ପରିଚୟ ଦେଇ ନକଲି ପୋଲିସ ଅସଲି ପୋଲିସଂକୁ ଠକୁଥିଲେ। ଠକେଇ ଶିକାର ହୋଇଛନ୍ତି ଷଷ୍ଠ ବାଟାଲିୟନର ସିପାହୀ ମାନସ କୁମାର ବାରିକ ଓ ସରୋଜ କୁମାର ପଣ୍ଡା ।

ସେମାନଙ୍କ ଠାରୁ ୯ ଲକ୍ଷ ୮୦ ହଜାର ଟଙ୍କାର ଠକି ନେଇଥିଳେ । ଟଙ୍କା ବଦଳରେ କାଗଜ ବିଡା ଫେରାଇଥିଲେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ଚାରି ଜଣ ଅଭିଯୁକ୍ତଂକୁ ଗିରଫ କରିଛି ପୋଲିସ ।

ସୁନା ଅଳଙ୍କାର ସହ ୧ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଢେଙ୍କାନାଳ, ସୁନ୍ଦରଗଡ଼, ଭୁବନେଶ୍ବର, କଟକ ଆଦି ଅଞ୍ଚଳରୁ ଠକେଇ କରିଥିବା କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.