Below header
Browsing Tag

cheated

ପୋଲିସକୁ ଠକିଲେ ନକଲି ପୋଲିସ, ଠକି ନେଲେ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ

ପୋଲିସକୁ ଠକିଲେ ନକଲି ପୋଲିସ । ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ। ସ୍ପେଶାଲ ପୋଲିସର ପରିଚୟ ଦେଇ ନକଲି ପୋଲିସ ଅସଲି ପୋଲିସଂକୁ ଠକୁଥିଲେ। ଠକେଇ ଶିକାର ହୋଇଛନ୍ତି ଷଷ୍ଠ ବାଟାଲିୟନର ସିପାହୀ ମାନସ କୁମାର ବାରିକ ଓ ସରୋଜ କୁମାର ପଣ୍ଡା । ସେମାନଙ୍କ ଠାରୁ ୯ ଲକ୍ଷ ୮୦…

ଭୁବନେଶ୍ୱରରେ ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା ! ଜଣଙ୍କୁ ଗିରଫ କଲା ଧଉଳି ପୋଲିସ୍, ଲେଡି ମାଷ୍ଟର…

ଭୁବନେଶ୍ୱର: ଭୁବନେଶ୍ୱରରେ ହିନ୍ଦି ଫିଲ୍ମ ବଣ୍ଟି ଔର ବବଲି ଷ୍ଟାଇଲ୍‌ରେ ଠକେଇ । ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା । ସରୋଜ ଜେନା ନାମକ ବ୍ୟକ୍ତିକୁ ଜଗତସିଂପୁରର ମେରାଇନ ଥାନା ଅଞ୍ଚଳରୁ ଗିରଫ କରିଛି ଧଉଳି ପୋଲିସ । ଏହି ମାମଲାରେ ମାଷ୍ଟରମାଇଣ୍ଡ ରଶ୍ମୀଲତା ପୋଲିସ ଆଖିରେ…

ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ: ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ଏତଲା,…

ନୟାଗଡ଼: ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ। ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ହୋଇଛି ଅଭିଯୋଗ। ପୋଷ୍ଟାଲରେ ନିଯୁକ୍ତି ପତ୍ର ପାଇ ଏହା ମିଥ୍ୟା ବୋଲି ଜାଣିବା ପରେ ନୟାଗଡ଼ର ଶରଣକୂଳ ଥାନାରେ ଅଭିଯୋଗ କରିିଥିଲେ ମୋନାଲି ପ୍ରିୟଦର୍ଶୀନି। ଅଭିଯୋଗ ଆଧାରରେ…

ବିସିସିଆଇ ସିଲେକ୍ଟର ପ୍ରସାଦଙ୍କ ନାଁ କହି ଶିଳ୍ପପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ଏତଲା ଦେଲେ ପ୍ରସାଦ

ହାଇଦ୍ରାବାଦ : ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ନାଁରେ ବଡ଼ ଠକେଇ ଅଭିଯୋଗ । ଅବଶ୍ୟ ପ୍ରସାଦ ନିଜେ ଏହି କାଣ୍ଡ କରି ନାହାନ୍ତି, ତାଙ୍କ ନାମ ଓ ପଦବିର ଦୁରୁପଯୋଗ କରି ଜଣେ ଯୁବକ କେତେଜଣ ବଡ଼ ଶିଳ୍ପପତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି । ଯୁବକ ଜଣକର ଘର ଆନ୍ଧ୍ର…