ଘାଟିକିଆ ସିଇଟି ଇଞ୍ଜିନିଅରିଂ କଲେଜ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ୩ ଗୁରୁତର

ଭୁବନେଶ୍ୱର ଘାଟିକିଆ ସିଇଟି ଇଞ୍ଜିନିଅରିଂ କଲେଜ ନିକଟରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି

ଭୁବନେଶ୍ୱର : ଭୁବନେଶ୍ୱର ଘାଟିକିଆ ସିଇଟି ଇଞ୍ଜିନିଅରିଂ କଲେଜ ନିକଟରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି | କାରଟି ଏକ ଯାତ୍ରୀ ବାହି ଅଟୋକୁ ଧକ୍କା ଦେଇ ଓଲଟି ପଡିଥିଲା | ଫଳରେ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.