ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ ଶ୍ୱଶୁର ଜ୍ୱାଇଁ ଛୁରା ମରାମରି, ଆହତ ଅବସ୍ଥାରେ ଉଭୟ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର : ଶ୍ୱଶୁର ଜ୍ୱାଇଁ ଛୁରା ମରାମରି। ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ପାରିବାରିକ ଝଗଡ଼ାରୁ ଛୁରା ମାଡ କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ ଏନେଇ ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଉଭୟଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.