Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ସାଗରପଡ଼ାରେ ଗୋଷ୍ଠୀ ସଂଘର୍ଷ , ଭୁଜାଲି ଚୋଟରେ ଜଣେ ଗୁରୁତର

ବଲାଙ୍ଗୀର(କେନ୍ୟୁଜ୍) : ପୂର୍ବ ଶତ୍ରୁତାରୁ ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ । ସାଗରପଡ଼ାରେ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ହେବା ପରେ ଭୁଜାଲି ଚୋଟରେ ଜଣେ ଗୁରୁତର ହୋଇଛି । ଗୁରୁତର ଜଣକ ପରମଜିତ ସିଂହ ରାଠୋର ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇଗୋଷ୍ଠୀର ଲୋକମାନେ ଫେରାର ହୋଇଯାଇଛନ୍ତି । ପରମଜିତଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.