Browsing Tag

fight between two group

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ସାଗରପଡ଼ାରେ ଗୋଷ୍ଠୀ ସଂଘର୍ଷ , ଭୁଜାଲି ଚୋଟରେ ଜଣେ ଗୁରୁତର

ବଲାଙ୍ଗୀର(କେନ୍ୟୁଜ୍) : ପୂର୍ବ ଶତ୍ରୁତାରୁ ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ । ସାଗରପଡ଼ାରେ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ହେବା ପରେ ଭୁଜାଲି ଚୋଟରେ ଜଣେ ଗୁରୁତର ହୋଇଛି । ଗୁରୁତର ଜଣକ ପରମଜିତ ସିଂହ ରାଠୋର ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇଗୋଷ୍ଠୀର ଲୋକମାନେ…

ଜଗତସିଂହପୁର : ସରସ୍ୱତୀ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ୭ ଗୁରୁତର ୧୧ରୁ ଅଧିକ ଆହତ

ଜଗତସିଂହପୁର(କେନ୍ୟୁଜ୍) : ସରସ୍ୱତୀ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲିକୁଦା ଥାନା ବୋରିକିନା ପଞ୍ଚାୟତର କୁନ୍ଦୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ୭ଜଣ ଗୁରୁତରଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୧୧ରୁ ଅଧିକ ଆହତଙ୍କୁ…