Below header

ବାରିପଦା ଉପକଣ୍ଠ ମଞ୍ଚବନ୍ଧାଠାରେ ଥିବା ଏକ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ବାରିପଦା: ହୁତୁ ହୁତୁ ହୋଇ ଜଳିଗଲା ଗୋଦାମ ଘର। ବାରିପଦା ଉପକଣ୍ଠ ମଞ୍ଚବନ୍ଧାଠାରେ ଥିବା ଏକ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିୟୋଜିତ ଅଛନ୍ତି। ଗତକାଲି ରାତିରୁ ନିଆଁ ଲାଗିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.